ମୋ ବସ ଧକ୍କାରେ ୧୨ ବର୍ଷର ଝିଅ ମୁର୍ତ୍ୟୁ | ଭୁବନେଶ୍ୱର ରଘୁନାଥପୁରରେ ଏଭଳି ଏକ ଦୃଘଟଣା ଘଟିଛି | ଆଜି ସକାଳୁ ସକାଳୁ ଦୃଘଟଣା ଘଟିଛି ଝିଅଟି ସାଇକଲରେ ଯାଉଥିଲା ଏବଂ ରାସ୍ତା କ୍ରସ କରୁଥିବା ବେଳେ ମୋ ବସ ଗାଡି ଡ୍ରାଇଭର ଜଣକ କୁନି ଝିଅ ଉପରେ ଗାଡି ଧକ୍କା କରିଛନ୍ତି | ଯାହା ଫଳରେ ଝିଅଟି ମୁର୍ତ୍ୟୁ ବରଣ କରିଛି ଝିଅଟିକୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା | ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ବହୁ ଉତେଜନା ଦେଖଇଛନ୍ତି ଏବଂ ଟାୟାର ଜାଳି ବାଉଁଶ ରଖି ରାସ୍ତା ଅବରଧ କରିଛନ୍ତି | ସ୍ଥାନୀୟ ଲୋକେ ଏବଂ ୩ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଧା ରାସ୍ତା ଅବଧି ପରେ ବହୁ ମାତ୍ରରେ ଗାଡି ଜମା ହୋଇଛି
କେମିତି ଘଟିଥିଲା ଦୃଘଟଣା ?
ସ୍ଥାନୀୟ ଲୋମାନେ କହିଛନ୍ତି ଯେ ମୋ ବସ ଡ୍ରାଇଭର ଜଣକ ଅଧିକ ଜୋରେ ଗାଡି ଚଲେଇବା ଦ୍ୱାରା ଦୃଘଟଣା ଘଟିଛି | ଏବଂ ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ଆଜି ନୁହେ ବରଂ ସବୁବେଳେ ମୋ ବସ ଡ୍ରାଇଭର ମାନେ ଦୃଘଟଣା କରୁଛନ୍ତି | ପ୍ରତ୍ୟକ ମାସରେ ଦୃଘଟଣା ହଉଛି ବୋଲି କହିଛନ୍ତି | ବିନା ଟ୍ରେନିଂରେ ଗାଡି ଚଲାଇବା ଦ୍ୱାରା ଦୃଘଟଣା ଘଟୁଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ | ଏବଂ ପିଲାଟିର ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କୁ ଦାବି କରିଛନ୍ତି |