ଟିକେଟ ପାଇଁ ଠେଲାପେଲା ଭାରତ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଲୋକମାନେ କାଲିଠୁ ବାରବାଟୀରେ ଭିଡ ଦେଖିବାକୁ ମିଳିଥିଲା | ଏବଂ ପୁରୁଷ ଓ ମହିଳା ଓ ହଜାର ହଜାର ଲୋକମାନେ କାଲିଠୁ ଟିକେଟ ନେବାପାଇଁ ଲାଇନ ରେ ଠିଆହୋଇଛନ୍ତି | ଏବଂ ଆଜି ସକାଳେ ଟିକେଟ କାଉଣ୍ଟର ଖୋଲିବା ପରେ ଅତ୍ୟଧିକ ମାତ୍ରାରେ ଲୋକମାନ ଟିକେଟ ପାଇଁ ଠେଲା ପେଲା ଦେଖାଦେଉଛି | ମହିଳା ,ପୁରୁଷ ଦୀର୍ଘ ଘଣ୍ଟା ଧରି ଲାଇନରେ ଠିଆ ହେବାଦ୍ବାରା ଲୋକମାନେ ଅଚେତ ହେବାକୁ ବସିଲେଣୀ କିଛି ଲୋକେ ଠେଲାପେଲାରେ ଆହତ ମଧ୍ୟ୍ ହୋଇଛନ୍ତି | ବହୁ ଲୋକମାନେ କିଛି ସୁବିଧା ନ ରହିଥିବା କହିଛନ୍ତି ଏବଂ ଏଣ୍ଟ୍ରି ଗେଟ ରହିଥିବାବେଳେ ପ୍ରାସ୍ତାନର କୌଣସି ସୁବିଧା କରଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି |ସ୍ତିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ମଚାରୀ ମଧ୍ୟ୍ୟ ସକାଳୁ ଲାଗିଛନ୍ତି |