ପାଣିରେ ବୁଡି ୨ ଛାତ୍ର ମୂର୍ତ ?

ପାଣିରେ ବୁଡି ୨ ଛାତ୍ର ମୂର୍ତ ସରସ୍ବତୀ ପୂଜା ମୂର୍ତି ବିସର୍ଜନ କରିବାପାଇଁ ୨ ଛାତ୍ର ନଦୀକୁ ଯାଇଥିବାବେଳେ ନଦୀରେ ବୁଡି ପ୍ରାଣ ହରାଇଛନ୍ତି | ୨ ଜଣ ପିଲାଙ୍କ ଘର ଭୁବନେଶ୍ୱରର ରହିଥିବା ଜଣାପଡିଛି ଏବଂ ପିଲା ୨ ଜଣ ଟିଉସନରେ ପୂଜା କରିଥିବା ମୂର୍ତ୍ତିକୁ ଛାତ୍ର ୨ ଜଣ ନଦୀକୁ ବିସର୍ଜନ କରିବାକୁ ଯାଇ ଏହିଭଳି ଏକ ଦୃଘଟଣା ଘଟିଛି | ଏବଂ ଆଜି ସକାଳୁ ୨ ଜଣ ପିଲା ସରସ୍ବତୀ ମୂର୍ତ୍ତିକୁ ନେଇ ରଙ୍ଗ ବଜାର ପାଖରେ ଥିବା କୁଆଖାଇ ନଦୀକୁ ବିସର୍ଜନ କରିବାକୁ ଯାଇଥିଲେ | ଏବଂ ଦୁର୍ଭାଗ୍ୟ ବସତ ପାଣିରେ ବୁଡି ୨ ଜଣ ଛାତ୍ର ମୁର୍ତ୍ୟୁ ବରଣ କରିଛନ୍ତି | ପିଲା ଦୁଇଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ମେଡିକାଲରେ ଭର୍ତି କରାଯାଇଥିଲା ଏବଂ କିଛି ସମୟ ପରେ ଡାକ୍ତର ଦୁଇ ପିଲାଙ୍କୁ ମୂର୍ତ ଘୋଷଣା କରିଥିଲେ | ବାଲିଅନ୍ତା ପୋଲିସ ଘଟଣାର ତଦନ୍ତରେ କରୁଛି | ପାଣିରେ ବୁଡି ୨ ଛାତ୍ର ମୂର୍ତ

Odia Khabar

Leave a Comment