ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ | ମାଲକାନଗିରି ଜଳ ସମ୍ପଦ ବିଭାଗରେ ଜଳଛାୟା ପ୍ରକଳ୍ପ ଉପନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ | ଭିଜିଲାନ୍ସ ଅଧିକାରୀ ଶାନ୍ତନୁଙ୍କ ଘରେ କୋଟି କୋଟି ଟଙ୍କା ଦେଖି ତାଯୁବ ଅଛନ୍ତି ଭିଜିଲାନ୍ସ ଅଧିକାରୀ ମେସିନେରେ ଟଙ୍କା ଗଣିସାରିବା ପରେ ୧ କୋଟି ୯୭ ଲକ୍ଷ ଟଙ୍କା ଜବତ କରାଯାଇଛି | ଶାନ୍ତନୁଙ୍କ ଜୟପୁରରେ ରହିଥିବା ଗୋଟେ ଘରେ କୋଟି କୋଟି ଟଙ୍କା ସହ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ଅଧିକାରୀ |
ଭିଜିଲାନ୍ସ ଅଧିକାରୀ ଶାନ୍ତନୁଙ୍କ ଘରୁ କଣ କଣ ଜବତ କରିଛି ?
ଶାନ୍ତନୁଙ୍କ ଘରୁ ଭିଜିଲାନ୍ସ ଅଧିକାରୀ ୧ କୋଟି ୯୭ ଲକ୍ଷ ଟଙ୍କା ଜବତ କରିଛନ୍ତି | ଓ ଭୁବନେଶ୍ୱର ଜୟଦେବପୁରରେ ୪ଟି ଦାମୀ ପ୍ଲଟ କିଣିଛନ୍ତି ଶାନ୍ତନୁ ଓ ଘରଭିତରୁ ୩୦୦ ଗ୍ରାମର ସୁନା ଗହଣା ଜବତ କରିଛି ଭିଜିଲାନ୍ସ ଅଧିକାରୀ | ଏବଂ ତା ସହିତ ଗୋଟିଏ ଦାମୀ କାର ଜବତ କରିବା ସହ ୨ ଟି ବାଇକ ମଧ୍ୟ ଜବତ କରିଛି ଭିଜିଲାନ୍ସ | ଶାନ୍ତନୁଙ୍କ ରହିଥିବା ୮ଟି ମୁଖ୍ୟ ସ୍ଥାନରେ ଭିଜିଲାନ୍ସ ରେଡ କାର୍ଯ୍ୟ କରୁଛି ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ | ବ୍ୟାଙ୍କରେ ଟଙ୍କା ଜମା କରିବା ନେଇ ସୂଚନ ଅନୁଯାଇ ହୋଇଥିଲା ରେଡ |