ଫେବୃଆରୀ ୨୧ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା | ପୂର୍ବ ବର୍ଷ ହୋଇଥିବା ପେପର ଲିକକୁ ରୋକିବା ପାଇଁ ଏଥର ମାଧ୍ୟ୍ୟବିକା ଶିକ୍ଷା ପରିସର ପେପେର ଲିକ ରୋକିବା ପାଇଁ ଏକାଧିକ ସୁବିଧାର ବ୍ୟବସ୍ତା କରାଯାଇଛି | ଏଥର ମାଟ୍ରିକ ପ୍ରଶ୍ନପତ୍ରରେ qr କୋଡ଼ ବ୍ୟବସ୍ତା କରାଯାଇଛି ଓ ମାର୍କର ମଧ୍ୟ୍ୟ ବ୍ୟବସ୍ତା ଅଛି ପେପର ଲିକ ହେଲେ ଏହି ଦୁଇ ସୁବିଧାରେ କିଏ ପେପର ଲିକ କରୁଛି ତା ଜଣାପଡିଯିବ | ଏବର୍ଷ ୪୦ ସ୍ତରୀୟ ସ୍କ୍ୱାର୍ଡର ବ୍ୟବସ୍ତା କରାଯଇଛି ସକାଳ ୭ .୩୦ , ୮ .୩୦ ଭିତରେ ନୋଡାଲ ସେଂଟରରୁ ପରୀକ୍ଷା ସେଣ୍ଟରକୁ ପେପର ପଠାଯିବ | ପେପେର ଲିକକୁ ରୋକିବା ପାଇଁ ଶିକ୍ଷା ପରିସର ଏହିସବୁ ପଦକ୍ଷପ ନେଇଛନ୍ତି | ୩୧୩୩ ପରୀକ୍ଷା କେନ୍ଦ୍ରରେ ଏଥର ପିଲା ପରୀକ୍ଷା ଦେବେ ଏବଂ ୧୯ ମାର୍ଚ୍ଚରୁ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳୁଛି |