କାର ଟ୍ରକ ମୁହାଁମୁହିଁ ବରଯାତ୍ରୀ କାରରକୁ ଧକ୍କା ଦେଇଛି ଟ୍ରକ ଦୃଘଟଣାରେ ୫ ଜଣ ଆହତ ହେବା ଜଣାପଡିଛି | ଏବଂ ଗୁରତର ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି | କାରଟି ଦେବଗଡ଼ ଯାଉଥିବାବେଳେ ଗୋଟିଏ ଟ୍ରକ ସହିତ ମୁହାଁମୁହିଁ ହୋଇଛି କାର ଭିତରେ ବର କନ୍ୟା ସହ ସମୁଦାୟ ୫ ଜଣ ଥିବା ଜଣାପଡିଛି ଏବଂ ଦୃଘଟଣାରେ ବର କନ୍ୟା ଅଧିକ ଗୁରୁତର ହୋଇଛନ୍ତି | ବର କନ୍ୟା ଦୁଇ ଜଣଙ୍କର ହାତ ଗୋଡ଼ ଭାଙ୍ଗିବା ଜଣାପଡିଛି ସମସ୍ତଙ୍କୁ ବରଗଡ଼ ସହରରେ ଥିବା ପାଖ ମେଡିକାଲରେ ଚିକିର୍ଷିତ ହୋଇଛନ୍ତି | ବର କନ୍ୟାଙ୍କ ସମ୍ବଲପୁରରେ ବିବିହା କାର୍ଯ୍ୟ ସରିବା ପରେ ଦେବଗଡ଼କୁ ଆସୁଥିବାବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛନ୍ତି | ଏବଂ ଟ୍ରକ ଡ୍ରାଇଭର ଜଣକ ଘଟଣା ସ୍ଥଳରେ ଫେରାର ଅଛନ୍ତି ବୋଲି ଜଣା ପଡୁଛି |