ଭଦ୍ରକ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ?

ଭଦ୍ରକ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ | ଭଦ୍ରକର ଜୀବନ ଜେନା ବ୍ୟକ୍ତି ନାମକ ସ୍ତ୍ରୀଙ୍କ ସହ ଝଗଡା କରୁଥିବା ବେଳେ | ସେହି ସମୟରେ ମହିଳା କମିଶନର ଜଣକ ପହଂଚି ସ୍ୱାମୀ ଓ ସ୍ତ୍ରୀଙ୍କୁ ବୁଝାବୁଝି କରୁଥିଲେ | ଝଗଡ଼ାରୁ ୨ ଜଣକୁ ଅଟକାଉଥିଲେ ଏବଂ ନିଶା ଗ୍ରସ୍ତରେ ରହିଥିବା ଜୀବନ ଜେନା ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଇଟାରେ ଆକ୍ରମଣ କରିଥିବା ଜଣାପଡିଛି | ଏବଂ ମହିଳା କମିଶନର ଜଣକ ଜୀବନକୁ ମାଡ ମାରିଥିଲେ ଓ ଜୀବନକୁ ଥାନାକୁ ମଧ୍ୟ ନେଇଥିଲେ | ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀକୁ ଥାନାରେ ୭ .୮ ଜଣ ପୋଲିସ କର୍ମଚାରୀ ମାଡ ମାରିଛନ୍ତି ଓ ମହିଳା ପୋଲିସ କର୍ମଚାରୀ ଜଣକ ଜୀବନକୁ ତରାରେ ମାଡ ମାରିଥିବା କହିଛନ୍ତି ଜୀବଙ୍କୁ ସ୍ତ୍ରୀ | ଜୀବନଙ୍କ ଦେହର ହାତ ଗୋଡ଼ରେ ମାଡ ଚିହ୍ନ ରହିଥିଲା ଓ ଜୀବନକୁ ପାଖ ମେଡିକାଲରେ ଭର୍ତି କରାଯାଇଥିଲା | ପୋଲିସ ଷ୍ଟେସନରେ ଜୀବନକୁ ମାଡ ମାରିଥିବା ନେଇ ପୋଲିସ କର୍ମଚାରୀ କୌଣସି ମତ ଦେଇନାହାନ୍ତି |

Odia Khabar

Leave a Comment