ପୁଣି ମୋ ବସ ଧକ୍କାରେ ଲୁନା ଚାଲାକ ଆହତ ?

ପୁଣି ମୋ ବସ ଧକ୍କାରେ ଲୁନା ଚାଲାକ ଆହତ | କିଛି ଦିନ ହବ ମୋ ବସ ଦୃଘଟଣା କମିବା ନା ଧରୁନାହିଁ | ଆଜି ସକାଳୁ ଲୁନାରେ ଯାଉଥିବା ପାରିବ ବେପାରୀ ଜଣକ ମୋ ବସ ସହିତ ଦୃଘଟଣା ଘଟିଛି | କଟକ ଖାନ୍ନନଗରେ ଦୃଘଟଣା ହୋଇଥିବା ଜଣାପଡିଛି ଲୁନା ଚାଳକ ଜଣକୁ ସଂଗେ ସଂଗେ ମେଡିକାଲରେ ଭର୍ତି କରାଯାଇଛି | ଦୃଘଟଣାର ପୁରା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି ଏବଂ ସେଥିରୁ ଜଣାପଡୁଛି ବସ ଡ୍ରାଇଭର ଜଣକ ରଙ୍ଗ ରୁଟରେ ଆସୁଥିବା ଜଣାପଡୁଛି ଲୁନାର ବେଗ ଅଳ୍ପ ମାତ୍ରକେ ଅଧିକ ଥିଲେ ବି ବସଟି ଯଦି ନିଜ ରୁଟରେ ଅସିଥାନ୍ତା ତାହାଲେ ଦୃଘଟଣା ଘଟିନଥାନ୍ତା ବୋଲି ଜଣାପଡୁଛି | ଏବେ କିଛି ଦିନ ତଳେ ମୋ ବସ ଧକ୍କାରେ ୧୨ ବର୍ଷର ଝିଅ ମର୍ତ୍ୟୁ ବରଣ କରିଥିଲା ଦୃଘଟଣାଟି ନନ୍ଦନକାନନ ରୋଡରେ ହୋଇଥିଲା | ସରକାର ସବୁ ମୋ ବସ ଡ୍ରାଇଭର ମାନଙ୍କୁ ୪୦ କି.ମି ବେଗରେ ଗାଡି ଚଳାଇବା ପାଇଁ ନିର୍ଦେଶ ଦିଆଯାଇଛି ଯଦି କେଉଁ ଡ୍ରାଇଭର ନିଅମକୁ ଅମାନ୍ୟ କରୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବ ବୋଲି କୁହାଯାଇଛି |

Odia Khabar

Leave a Comment