ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ମୂର୍ତ ?

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ମୂର୍ତ | ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ବହୁ ମାତ୍ରାରେ ମାଓବାଦୀ ଲୁଚିରହିଥିଲେ ଛତିଶଗଡ଼ ପୋଲିସ ମାଓବାଦୀ ଲୁଚିରହିଥିବା ସୂଚନା ପାଇଥିଲା ଓ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବାପରେ ଗୁଳି ଫୁଟିବା ଆରମ୍ଭ ହୋଇଥିଲା | ୩୧ ଜଣ ମାଓବାଦୀ କୁ ମାରିଛନ୍ତି ଭାରତର ଯବାନମାନେ | ପୋଲିସ ୩୧ ଜଣ ମାଓବାଦୀ ମୂର୍ତ ଦେହ ପାଇବାରେ ସଫଳ ହୋଇଛି ଏବେବି ପୋଲିସଙ୍କ ତଦନ୍ତ କାର୍ଯ୍ୟ ଚାଲିଅଛି | ଭାରତର ଯବାନ ମାନଙ୍କର ଏକ ବଡ ସଫଳତା ଏକା ସାଙ୍ଗରେ ୩୧ ଜଣ ମାଓବାଦୀକୁ ମାରିବାରେ ସଫଳ ହୋଇଛନ୍ତି | ଭାରତର ଯବାନମାନେ ବହୁ ବର୍ଷ ଧରି ଏହା ଏକ ସବୁଠୁ ବଡ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଛି ସୁରକ୍ଷାକର୍ମୀ ଯବାନମନେ ଅତ୍ୟଧିକ ମାଓବାଦୀ ଲୁଚିରହିଥିବା ନେଇ ସୂଚନା ପାଇଥିଲା | ଏକ ଦୁଖଦ ଖବର ହେଲା ସୁରକ୍ଷାକର୍ମୀ ଓ ମାଓବାଦୀ ଭିତରେ ଗୁଳି ଚାଲାଣ ବେଳେ ଭାରତର ୨ ଜଣ ଯବାନ ସହିଦ ହୋଇଛନ୍ତି | ଏବଂ ମାଓବାଦୀଙ୍କର ଅନେକ ବିସ୍ପୋରଣ ଜିନିଷ ଜବତ ହୋଇଛି ଆଗକୁ ପଂଚାୟତ ନିର୍ବାଚନକୁ ନେଇ ମାଓବାଦୀ ଏକାଠି ହୋଇଥିବା ଜଣାପଡୁଛି |

Odia Khabar

Leave a Comment