ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ?

ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ଭୁବନଶ୍ୱରରେ ଷଣ୍ଢର ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ବରଣ କରିଛନ୍ତି ରାଜଧାନୀ ଉପକଣ୍ଠ ରୋକଟ ଗାଁରେ ଷଣ୍ଢର ଉତ୍ପାତ ଦେଖିବାକୁ ମିଳିଛି | ସ୍ଥାନୀୟ ବାସିନ୍ଧାମାନେ ବରିମୁଣ୍ଡ ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି | ବୃଦ୍ଧା ମହିଳା ଷଣ୍ଢ ଆକ୍ରମଣରେ ମୁର୍ତ୍ୟୁ ବରଣ କରିଥିବାରୁ ସ୍ଥାନୀୟ ଲୋକମାନେ ଉତେଜ଼ାନ ଦେଖେଇଛନ୍ତି | ବୃଦ୍ଧା ମହିଳାଙ୍କ ମୂର୍ତ ଶରୀରକୁ ରାସ୍ତା ଉପରେ ରଖି ରାସ୍ତା ଅବରଧ କରିଛନ୍ତି | ସ୍ଥାନୀୟ ବାସିନ୍ଧାମାନେ ଷଣ୍ଢର ଉତ୍ପାତ ନେଇ ଆଗରୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ନିଷ୍ପତି ନେଉନାହାନ୍ତି | ବରିମୁଣ୍ଡ ସରପଞ୍ଚ କହିଛନ୍ତି ଷଣ୍ଢଟି କିଛି ଦିନ ହବ ପାଗଳଙ୍କ ଭଳି ଲୋକଙ୍କ ଉପରେ ଆକ୍ରମଣ କରୁଛି ଓ ପ୍ରଶାସନବି କୌଣସି ପାଡ଼କ୍ଷପ ନେଉନାହାନ୍ତି | ଓ ବିଏମସି ପଂଚାୟତ ଇରିଆରେ କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ | ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଷଣ୍ଢକୁ ଧରାଯିବ ବୋଲି କହିଛନ୍ତି |

Odia Khabar

Leave a Comment