ଦୁଇ ଦଳ ଟିମ ଆଜି ଭୁବନଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ ?

ଦୁଇ ଦଳ ଟିମ ଆଜି ଭୁବନଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ | ଆଜି ଭାବନେଶ୍ୱର ଦୁଇ ଦଳ ଟିମକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିରହିଥିଲା ଦୁଇ ଦଳ ଟିମ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ | ଦୁଇଟିଯାକ ମ୍ୟାଚ ଭାରତ ଇଂଲଣ୍ଡ ଟିମ ଠାରୁ ଜିତି ସାରିବା ପରେ ଭାରତ ସିରଜରେ ବିଜୟ ହାସଲ କରିଛି ଭାରତର ତୃତୀୟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମଦାବାଦରେ ଖେଳାଯିବ | ଆସନ୍ତା ଫେବୃଆରୀ ୧୨ ତାରିଖରେ ତୃତୀୟ ମ୍ୟାଚ ଖେଳାଯିବ | ହୋଟେଲ୍ରୁ ଐରପୋର୍ଟ ଯିବା ପାଇଁ ଦୁଇ ଦଳ ଖେଳାଳି ବାହାରିବେ ଦୁଇ ଦଳର ଯାତ୍ରା ଅଭିମୁଖେ ସୁରକ୍ଷା ବ୍ୟବସ୍ତାରେ ଅଧିକ ଗୁରୁତ୍ୱପୂର୍ଣ ରଖାଯାଇଛି | କଟକ ବାରବାଟୀରେ ବହୁତ ବର୍ଷ ଧରି ଖେଳ ବନ୍ଦ ରହିଥିବାରୁ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା | କଟକ ବାରବାଟୀରେ ୧୮ଟି odi ମ୍ୟାଚ ଖେଳ ହୋଇଥିବାରେ ଭାରତ ୧୪ଟିରେ ବିଜୟ ହାସଲ କରିଛି ଏବଂ ରୋହିତ ଶର୍ମାଙ୍କ ଧୁଆଧାର ସତର୍କରେ ଭାରତ ବିଜୟ ହାସଲ କରିଥିଲା |କଟକ ବାରବାଟୀରେ ଫ୍ୟାନ୍ସ ମାନେ ପୁରୁଣା ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ପାଇଥିଲେ |

Odia Khabar

Leave a Comment