ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ?

ଦିନକୁ ଦିନ ସୁନା ଦର ବଢିବାକୁ ଲାଗିଛି ଗତ ଜାନୁଆରୀ ମାସରେ ୨୨ କ୍ୟାରେଟ ସୁନା ଦର ରହିଥିଲା ୧୦ ଗ୍ରାମକୁ ୭୩ ହଜାର ରହିଥିଲା | ହେଲେ ଆଜି ଗୋଟିଏ ମାସ ଭିତରେ ୬୬୦୦ ଟଙ୍କା ବଢିଥିବା ଦେଖାଦେଇଛି ଆଜି ଭୁବନେଶ୍ୱରରେ ସୁନା ଦର ୧୦ ଗ୍ରାମକୁ ୮୦ ହଜାର ୬୦୦ ଟଙ୍କା ରହିଛି | ୨୪ କ୍ୟାରେଟ ସୁନା ଦର ପ୍ରାୟ ୮୭ ହଜାର ୯୩୦ ଟଙ୍କା ରହିଅଛି ଗୋଟିଏ ଦିନରେ ସୁନା ଦର ୮୦୦ ଟଙ୍କା ବଢିବା ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି | ଦେଶରେ ସୁନା ଦର ବଢ଼ିବାରେ ସବୁ ରେକର୍ଡ ଭାଙ୍ଗିସରିଲାଣି | କିଛି ଦିନ ହବ ସୁନା ଦର ବଢିବାର ଦେଖି ଲୋକମାନେ ବହୁଅସୁବିଧାର ସମୁଖିନ୍ନ ହୋଉଛନ୍ତି ଗୋଟେ ସାଧାରଣ ଲୋକ ଯେତିକି ମାତ୍ରାରେ ସୁନା କିଣିବା ଭାବୁଥାଏ ଏବେ ତାଠୁ ଅଳ୍ପ ସୁନା କିଣିବାକୁ ବାଧ୍ୟ୍ୟ ହଉଛିନ୍ତି | ଏବେ ସୁନା ଦର ଦିନକୁ ଦିନ ବଢିବାର ଲାଗିଛି ଏବଂ ସୂଚନା ମିଳୁଛି ଯେ ସୁନା ଦର ଆଗକୁ ଲକ୍ଷ ଛୁଇଁବ ବୋଲି ଜଣାପଡୁଛି |

Odia Khabar

Leave a Comment