ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବ୍ରିଜ ତଳୁ ଯୁବତୀଙ୍କ ମୂର୍ତ ଦେହ ଉଦ୍ଧାର ?

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବ୍ରିଜ ତଳୁ ଯୁବତୀଙ୍କ ମୂର୍ତ ଦେହ ଉଦ୍ଧାର | ଯୁବତୀଙ୍କ ଗଳାକାଟି ଅବସ୍ଥାରେ ଅଧା ପୋଡା ଦେହ ଉଦ୍ଧାର କରିଛି ପୋଲିସ | ଚାନ୍ଦିପୁର ଥାନା କୁମ୍ଭକେଲା ବ୍ରିଜ ତଳୁ ଅଧା ପୋଡା ଅବସ୍ଥାରେ ମୂର୍ତ ଦେହ ଉଦ୍ଧାର ହୋଇଛି | କିଛି ଲୋକ ଯୁବତୀଙ୍କ ମୂର୍ତ ଦେହ ଦେଖି ପୋଲିସଙ୍କୁ ଖବର ପଠାଇଥିଲେ ଘଟଣା ସ୍ଥଳରେ ପୋଲିସ ପହଂଚି ମୂର୍ତ ଦେହ ଉଦ୍ଧାର କାର୍ଯ୍ୟ କରିଥିଲା | ମୂର୍ତ ଯୁବତୀଙ୍କ ମୂର୍ତ କରିବା ନେଇ କୌଣସି ସନ୍ଧାନ ମିଳିନାହିଁ | ଯୁବତୀଙ୍କୁ ମାରି ଗଳା କାଟିବା ସହ ତାଙ୍କୁ ପୋଡିବା ଜଣାପଡୁଛି | ପୋଷ୍ଟମଟମ ରିପୋର୍ଟ ଆସିବା ପରେ ଯୁବତୀଙ୍କ ମୂର୍ତ କାରଣ ଜଣାପଡିବ ପୋଲିସ କର୍ମଚାରୀ କହିଛନ୍ତି |

Odia Khabar

Leave a Comment