ଇଣ୍ଡିଆ ଓ ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚରେ ଇଣ୍ଡିଆ ବିଜୟ କରିଛି | ଭାରତ ଆଗରୁ ୨ଟି ମ୍ୟାଚରେ ବିଜୟ ହାସଲ କରିବା ପରେ ଆଜି ଖେଳ ହଉଥିବ ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ଏବଂ ସିରଜରେ ୩ -୦ ବିଜୟ ହାସଲ କରିଛି | ଇଂଲଣ୍ଡ ଟିମ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ମ୍ୟାଚଟି ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମଦାବାଦରେ ଖେଳ ହଉଥିଲା ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୩୫୬ ରନ କରିଥିଲା | ଇଣ୍ଡିଆର ବ୍ୟାଟିରେ ସର୍ବାଧିକ ରନ ଶୁଭମନ ଗିଲ ୧୧୨ ରନ , ବିରାଟ ୫୨ ରନ , ଶ୍ରେୟସ ୭୮ ରନ , ରାହୁଲ ୪୦ ରନ ସାହାଯ୍ୟରେ ଭାରତ ୩୫୬ ରନ କରିପାରିଥିଲା | ଇଂଲଣ୍ଡ ଟିମ ତରଫରୁ ସର୍ବାଧିକ ୱିକେଟ ଆଦିଲ ରଶିଦ ନେଇଥିଲେ | ଇଂଲଣ୍ଡ ଟିମ ଜବାବରେ ୨୧୪ କରି ୩୨ ଓଭରରେ ଟିମ ଅଲ ଆଉଟ ହୋଇଛି ଭାରତ ୩ -୦ ରେ ସିରିଜରେ ବିଜୟ ହାସଲ କରିଛି |