ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି ?

ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି | ଏ ବର୍ଷ ଆରମ୍ଭରୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି ଝାରସୁଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ ହବା ଜଣାପଡୁଛି | ବଲାଙ୍ଗୀରିରେ ୩୬ ଡିଗ୍ରୀ , ଅନୁଗୁଳରେ ୩୫ ଡିଗ୍ରୀ , ଭଦ୍ରକରେ ୩୬ ଡିଗ୍ରୀ ଭବାନୀ ପାଟଣାରେ ୩୫ ଡିଗ୍ରୀ ଓ ଟିଟିଲାଗଡ଼ରେ ୩୫ ଦୀର୍ଗ୍ରୀ ତାପମାତ୍ରା ରହିଥିବା ସୂଚନା ମିଳିଛି | ଭୁବନେଶ୍ୱର ତାପମାତ୍ରା ୩୪.8 ଡିଗ୍ରୀ କଟକରେ ୩୩ ଡିଗ୍ରୀ ତାପମାତ୍ରା ହୋଇଥିବା ରେକର୍ଡ କରାଯାଇଛି | ଝାରସୁଗଡରେ ସବୁଠୁ ଅଧିକ ତାପମାତ୍ରା ହୋଇଥିବା ରେକର୍ଡ କରାଯାଇଛି | ଫେବୃଆରୀ ମାସ ଆରମ୍ଭରୁ ତାପମାତ୍ରା ଅଧିକ ରହିଥିବା ନେଇ ଲୋକମାନଙ୍କୁ ବହୁ ଅସୁବିଧା ଦେଖିବାକୁ ମିଳିବ |

Odia Khabar

Leave a Comment