+2 ପରୀକ୍ଷା ସଂପୁଲ ପେପେର ଏ ପର୍ଯ୍ୟନ୍ତ ପିଲାଙ୍କ ପାଖକୁ ପହଂଚି ପାରିଲାନି | ଯୁକ୍ତ ଦୁଇ ପରୀକ୍ଷାକୁ ଆଉ ମାତ୍ର ୪ ଦିନ ରହିଲା | ଏଥର ସବଜେକଟିଭ ବଦଳରେ ଅବଜେକଟିଭକୁ ଅଧିକ ଗୁରୁତ୍ୱ ଦିଆଯାଇଛି କଳା ଓ ବାଣିଜ୍ୟରେ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଇଣ୍ଟରନାଲର ବ୍ୟବସ୍ତା କରାଯାଇଛି | ଏବଂ ସାଇନସରେ କିଛି ବିଷୟରେ ୭୦ ମାର୍କର ଥିଓରୀ ଓ ୩୦ ମାର୍କର ପ୍ରାକ୍ଟିକାଲ ଓ ଇଣ୍ଟରନାଲ ରହିଛି | ତେବେ ଏହି ସବୁ ପରିବର୍ତ୍ତନକୁ ନେଇ ପିଲାଙ୍କ ସୁବିଧା ଦୃଷ୍ଟିରୁ chse ବାହାର କରିବାର ନିଷ୍ପତି ନେଇଥିଲା | ପରୀକ୍ଷା ଆଉ ୪ ଦିନ ରହିଛି ଏ ପର୍ଯ୍ୟନ୍ତ ସଂପୁଲ ପେପର ବାହାରି ନଥିବାରୁ ପିଲା ଏବେ ଚିନ୍ତାରେ ଅଛନ୍ତି |