ଯୁବକଙ୍କୁ ହତ୍ୟା କରି ମୁହଁରେ ଲଙ୍କାଗୁଣ୍ଡ ମାରିଲେ ଅଭିଯୁକ୍ତ | ଘଟଣାଟି ନବରଙ୍ଗପୁର ଜିଲ୍ଲା ବିଜୁପଟନାୟକ ସ୍କୁଲ ପାଖରେ ରହିଥିବା ଗୋଟେ ଇଟାଭାଟି ନିକଟରେ ଯୁବକଙ୍କ ମୂର୍ତ ଦେହ ମିଳିଛି | ଯୁବକ ମୁର୍ତ୍ୟୁ କରିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଯୁବକଙ୍କୁ କିଏ ଓ କଣ ପାଇଁ ମାରିଛନ୍ତି କିଛି ସୂଚନା ମିଳିନାହିଁ ଯୁବକ ଜଣକର ଘରର ଠିକଣା ମଧ୍ୟ ମିଳିପାରିନାହିଁ | ମୂର୍ତ ଶରୀର ପାଖରେ ମଦ ବୋତଲ ସହିତ ଲଙ୍କା ଗୁଣ୍ଡ ପାକେଟ ପଡିଥିବା ଦେଖାଦେଇଛି | ଯୁବକଙ୍କୁ ହତ୍ୟା କରିସାରିବା ପରେ ମୁହଁରେ ଲଙ୍କାଗୁଣ୍ଡ ମାରିଛନ୍ତି ଦୃବୁତ ମାନେ | ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ ପହଂଚି ଯୁବକଙ୍କୁ କିଏ ହତ୍ୟା କରିଛି ଓ କଣ ପାଇଁ ହତ୍ୟା କରିଛି ତାହା ତଦନ୍ତ କାର୍ଯ୍ୟ କରୁଛି |