ଗଞ୍ଜାମ ରୁଷୀକୂଲ୍ୟା ନଦୀ ମୁହାଣରେ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ ହୋଇଛି | ଆଜି ଭୋର ସକାଳୁ ଏହି ପ୍ରକିର୍ୟ ଆରମ୍ଭ ହୋଇଛି | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦୦୦ ହଜାର କଇଁଚ ଅଣ୍ଡାଦେବା ଜଣାପଡୁଛି | ଆଗକୁ ମଧ୍ୟ ଲକ୍ଷାଧିକ କଇଁଚ ଆସି ଅଣ୍ଡାଦେବେ ବୋଲି ସୂଚନା ମିଳୁଛି | ଆରବର୍ଷ ପାଣିପାଗ ଖରାପ ଦୃଷ୍ଟିରୁ କଇଁଚ ମାନେ ଅଣ୍ଡାଦେବା ପାଇଁ ଆସିପାରିନଥିଲେ | ହେଲେ ଏବର୍ଷରେ ୧୦୦୦୦ କଇଁଚ ଆସି ଅଣ୍ଡା ଦେଇଛନ୍ତି ଆଗକୁ ମଧ୍ୟ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଜାରି ରହିବ | ଲକ୍ଷାଧିକ କଇଁଚ ମାନଙ୍କ ସୁରକ୍ଷାର ପ୍ରମୁଖ ବନ୍ଦବୋସ୍ତ କରିବା ଆବଶ୍ୟକ | ପ୍ରତ୍ୟକ ବର୍ଷ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଜାରିରହିଥାଏ ଏବର୍ଷ ପ୍ରଥମ ଥର ୧୦ ହଜାର କଇଁଚ ଆସି ଅଣ୍ଡା ଦେଇଛନ୍ତି | ଗଞ୍ଜାମ ରୁଷୀକୂଲ୍ୟା ନଦୀ ମୁହାଣରେ କଇଁଚ ମାନଙ୍କ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ ହୋଇଛି |