କାର ଟ୍ରକ ଦୃଘଟଣାରେ ଡିଏସପିଙ୍କ ମୁର୍ତ୍ୟୁ ?

କାର ଟ୍ରକ ଦୃଘଟଣାରେ ଡିଏସପିଙ୍କ ମୁର୍ତ୍ୟୁ | କାର ଟ୍ରକ ଧକ୍କା ହେବ ଦ୍ୱାରା ୨ ଜଣ ପ୍ରାଣ ହରାଇଛନ୍ତି |ଦୃଘଟଣାରେ ଦେଶର ସୁରକ୍ଷା କର୍ମୀ ଡିଏସପିଙ୍କ ମୁର୍ତ୍ୟୁ ଘଟିଛି | ଯାଜପୁର ପାଣିକୋଇଲି ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି | ଦୃଘଟଣାରେ ଯାଜପୁର ପୋଲିସ କର୍ମଚାରୀ ଡିଏସପି ବଳରାମ ନାୟକଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି | ପାଣିକୋଇଲି ଥାନା ନିକଟରେ ରହିଥିବା କୃପାଳୁ ରାଇସି ମିଲ ଠାରେ ଦୃଘଟଣା ଘଟିଛି ଦୃଘଟଣାରେ ଡିଏସପିଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ମୁର୍ତ୍ୟୁ ବରଣ କରିଛନ୍ତି |ଏବଂ ଦୁଇ ଜଣଙ୍କୁ ଯଯାତି କେଶରୀ ମେଡିକାଲରେ ଭର୍ତି କରାଯାଇଥିଲା ଓ ଡାକ୍ତର କିଛି ସମୟ ପରେ ୨ ଜଣକୁ ମୁର୍ତ୍ୟୁ ଘୋଷଣା କରିଥିଲେ | ଡିଏସପି ବଳରାମ ନାୟକ କାନ୍ଦୁଝରରୁ ଘରକୁ ଫେରିଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଘଟଣା ସ୍ଥଳରେ ଡ୍ରାଇଭର ଜଣକ ଫେରାର ରହିଥିବା ସୂଚନା ମିଳୁଛି |

Odia Khabar

Leave a Comment