ଭୁବନେଶ୍ୱର KIIT କଲେଜରେ ପଢ଼ୁଥିବା ଛାତ୍ରୀଙ୍କ ଆତ୍ମହତ୍ୟା | ଛାତ୍ରୀ ଜଣକ ଘର ନେପାଳରେ ରହିଥିବା ଜଣାପଡୁଛି କାଲି ରାତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡୁଛି | ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମସ୍ତ ଛାତ୍ର ଛାତ୍ରୀ ଜାଣିସାରିବା ପରେ ଉତେଜନା ଦେଖାଦେଇଥିଲା | ଛାତ୍ରୀ ଜଣକ ହଷ୍ଟେଲ କାମ୍ପସ ଭିତରେ ଆତ୍ମହତ୍ୟା କରୁଥିବା ସୂଚନା ମିଳୁଛି | KIIT ପାଖରେ ରହିଥିବା ମୁଖ୍ୟ ରାସ୍ତାକୁ ଛାତ୍ର ଛାତ୍ରୀ ମାନେ ରାତି ଯାକ ଅବରଧ କରିଥିଲେ | ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ବୁଝି କରିଥିଲେ ମଧ୍ୟ ପିଲାମାନଙ୍କ ଉତେଜନା ମୂଳକ ପଦର୍ଶନ ଜାରିରହିଥିଲା | ଛାତ୍ରୀ ଜଣକର ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କଲେଜ ପିଲାମାନେ ରାତିରେ ରାସ୍ତା ଅବରଧ କରିଥିଲେ ଯାହା ଦ୍ୱାରା ଲୋକମାନେ ଜାତାୟତା କରିବାରେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | KIIT କଲେଜରେ ୩ .୪ ଦିନ ହବ କିଛି ଫୁଂକ୍ସନ ସମରହ କାର୍ଯ୍ୟ ଚାଲିଥିବା ବେଳେ ଛାତ୍ରୀ ଜଣକର ହାଟଥ ଆତ୍ମହତ୍ୟାର କାରଣ ସମସ୍ତଙଙ୍କୁ ଆଶ୍ଚର୍ଯ୍ୟ କରିଛି |