୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ?

୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଆଜି ବଜେଟ ଅଧିବେଶନ କାର୍ଯ୍ୟକ୍ରମ ଚାଲୁଅଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଗୁଡିକ କିପରି କାର୍ଯ୍ୟରତ କାରହବା ସେହି ସବୁ ବିଷୟରେ ଆଜି ବିଧାନସଭାରେ କହିଛନ୍ତି | ବଜେଟ ଗୁଡିକ ହଉଛି ଶିକ୍ଷା ବିଭାଗ କାର୍ଯ୍ୟ ଉନତି କରିବା ପାଇଁ ୩୬୫୫ କୋଟି ଟଙ୍କାର ପ୍ରସ୍ତାବ କରାଯାଇଛି , କୃଷି କଲ୍ୟାଣ ବିଭାଗ ଆଗକୁ ନେବା ପାଇଁ ୩୭ ହଜାର ୮୦୦ କୋଟି ତାଙ୍କର ବେୟ , ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତ୍ରରେ ରାଜ୍ୟ ସରକାର ୧୦ ହଜାର ୨୦ କୋଟି ଟଙ୍କାର ବେୟ , ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଗାଁ ମାନଙ୍କର ଉନ୍ନତି ପାଇଁ ୪ ହଜାର ୫୦୦ କୋଟି ଟଙ୍କା , ଏବଂ ସେତୁ ବନ୍ଧନ ଯୋଜନା କରିବା ପାଇଁ ୨୦୦୦ କୋଟି ଟଙ୍କା , କ୍ରୀଡା ଭିତ୍ତିଭୁମିକୁ ଆଗକୁ ନେବାପାଇଁ ୯୪୩ କୋଟି ଟଙ୍କା , ପ୍ରଜୟାନ ବିଭାଗକୁ ବଢାଇବା ପାଇଁ ୮୨୦ କୋଟି , ଶ୍ରୀ ଜଗନ୍ନାଥ ମନ୍ଦିର ଆଗକୁ ଉନ୍ନତି କରିବା ପାଇଁ ୩୦ କୋଟି ଟଙ୍କା , ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୭୦୦୦ କୋଟି ଟଙ୍କା , ଓଡ଼ିଶାର ପୃଷ୍ଟି ମିଶନ କରିବା ପାଇଁ ୧୦୦ କୋଟି , ଭିନ୍ନକ୍ଷମ ମାନଙ୍କର ସୁରକ୍ଷା ନିମନ୍ତେ ୯୧୨୧ କୋଟି ଟଙ୍କା , ସ୍କୁଲ ଶିକ୍ଷା ଉନ୍ନତି କରିବା ପାଇଁ ୩୧ କୋଟି ଟଙ୍କା , କର୍କଟ ରୋଗ ଚିକିର୍ଷ ନିମନ୍ତେ ୨୭୦କୋଟି ଟଙ୍କାର କାର୍ଯ୍ୟ ହବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି |

Odia Khabar

Leave a Comment