ନାବାଳକ ହତ୍ୟାକାଣ୍ଡ ମାମଲାରେ ବ୍ଲକ ଉପାଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଛି ?

ନାବାଳକ ହତ୍ୟାକାଣ୍ଡ ମାମଲାରେ ବ୍ଲକ ଉପାଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଛି । ଘଟଣାଟି ଯାଜପୁର ଅଞ୍ଚଳର ଘଟିଥିବା ସୂଚନା ମିଳୁଛି । ଯାଜପୁର ସଦର ପୋଲିସ କର୍ମଚାରୀ ବ୍ଲକ ଉପାଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାଜପୁର ସାହସପୁର ପଞ୍ଚାୟତର ଶୁକଦେବ ଦାସ ନାମକ ବ୍ୟକ୍ତି ଜଣକ ଗତ ୯ ତାରିଖ ରାତିରେ ନିଜ ପୁଅ ସହିତ ସ୍ଥାନୀୟ ସିଵା ଛକକୁ ଚଓମିନ ଖାଇବାକୁ ଯାଇଥିଲେ । ଏବଂ ଚଓମିନ ଦୋକାନରେ ପାଟିତୁଣ୍ଡ ଘଟିବ ପରେ ନାବାଳକ ଜଣକ ମୁର୍ତ୍ୟୁ ବରଣ କରିଥିଲା ।

ଦୋକାନୀ ଜଣକ ଚଓମିନ ନଦେବାରୁ ନାବାଳକ ହତ୍ୟାକାଣ୍ଡ ?

ଚଓମିନ ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବଙ୍କୁ ଚଓମିନ ଦେବା ବଦଳରେ ତାଙ୍କୁ ଅପେକ୍ଷା କରାଇଥିଲେ । ଶୁକଦେବ ଦାସ ଓ ତାଙ୍କ ପୁଅ ଦୁଇ ଜଣ ଦୋକାନୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ଧୀରେ ଧୀରେ ଭୟଙ୍କର ରୂପେରେ ପରିଣତ ହୋଇଥିଲା । ଦୋକାନୀ ଏବଂ ପାଖରେ ରହିଥିବା ଲୋକମାନେ ଶୁକଦେବ ଓ ତାଙ୍କ ପୁଅ ଉପରେ ଆକ୍ରମଣ କରିଥିଲେ । ଶୁକଦେବ ମଧ୍ୟ୍ୟ ତାଙ୍କ ପୁଅଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଶୁକଦେବ ପୁଅଙ୍କୁ ଯାଜପୁର ରହିଥିବା ମେଡିକାଲରେ ଭର୍ତି କରାଯାଇଥିଲା ପରବର୍ତୀ ସମୟରେ ନାବାଳକ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିଲା । ଚିକିର୍ଷଧିନ ଅବସ୍ଥାରେ ନାବାଳକ ମୁର୍ତ୍ୟୁ ଘଟିଥିଲା । ବ୍ଲକ ଉପାଧ୍ୟକ୍ଷ ଘଟଣାରେ ସାମିଲ ରହିଥିବାରୁ ଯାଜପୁର ପୋଲିସ ବ୍ଲକ ଉପାଧ୍ୟକ୍ଷଙ୍କୁ ଗିରଫ କରିଛି ।

Odia Khabar

Leave a Comment