ବରଯାତ୍ରୀ ବାସ ଦୃଘଟଣା ଘଟି ୧୨ ଜଣ ଆହତ ?

ବରଯାତ୍ରୀ ବାସ ଦୃଘଟଣା ଘଟି ୧୨ ଜଣ ଆହତ ଘଟଣାଟି ବାଲେଶ୍ୱର ଜିଲ୍ଲାର ଘଟିଥିବା ସୂଚନା ମିଳୁଛି ଗତ କାଲି ବିଳମ୍ବିତ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି ଗଣେଶ ନାମକ ବସଟି ଦୃଘଟଣା ଜଣାପଡୁଛି । ନୀଳଗିର ବ୍ଲକ ମିତ୍ରପୁର ଅଞ୍ଚଳର ୫୦ ଜଣ ଲୋକମାନଙ୍କୁ ବସରେ ଆସୁଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି । ବସଟି ଭାରସ୍ୟାମ ହରାଇ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଘଟଣା ସ୍ଥଳରେ ବାସ ଡ୍ରାଇଭର ଜଣକ ଫେରାର ରହିଥିବା ସୂଚନା ମିଳି । ବସଟି ବରଯାତ୍ରୀ ଲୋକମାନଙ୍କୁ ନେଇ ବିବିହା କାର୍ଯ୍ୟକୁ ଯାଉଥିବା ବେଳେ ଦୃଘଟଣା ଘଟିଥିଲା ଦୃଘଟଣାରେ ବହୁତ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି ।

ବସଟି ଦୃଘଟଣା ଘଟିଥିବା କାରଣ ?

ଗତ କାଲି ରାତିରେ ବସଟି ନୀଳଗିରି ଅଞ୍ଚଳରୁ ବରଯାତ୍ରୀ ଲୋକମାନଙ୍କୁ ନେଇ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛି ଦୃଘଟଣାର ୧୨ ଆହତ ହୋଇଥିବା ସୂଚନା ମିଳୁଛି । ବସଟି ଭାରସ୍ୟାମ ହରାଇ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଏବଂ ଭାରସ୍ୟାମ ହରାଇ ଗୋଟିଏ ଦୋକାନରେ ମାଡ ହୋଇଥିଲା ଦୋକାନ ସହିତ ଧକ୍କା ହେବ ଦ୍ୱାରା ଯାତ୍ରୀମାନେ ଆହତ ହୋଇଛନ୍ତି । ଏକ ଭୟାନକ ଦୃଘଟଣାରେ କେହି ମୁର୍ତ୍ୟୁ ବରଣ କରିନଥିବା ସୂଚନା ମିଳିଛି ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ଦୃଘଟଣା ଘଟିବ ପରେ ଡ୍ରାଇଭର ଜଣକ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା ମିଳିଛି ।

Odia Khabar

Leave a Comment