ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନର ମହାମୁକାବିଲା ?

ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନର ମହାମୁକାବିଲା । ଆଜି ଆଇସିସି ଚାମ୍ପିମନ୍ସ ଟ୍ରଫିର ୫ ନମ୍ବର ମ୍ୟାଚ୍ଚ ଭାରତ ଓ ପାକିସ୍ତାନ ମାଧ୍ୟ୍ୟରେ ଦେଖିବାକୁ ମିଳିବ । ଦୁବାଇ ଇଣ୍ଟେରନାସନଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମ୍ୟାଚର ମହା ମୁକାବିଲା ଦେଖିବାଉ ମିଳିବ । ଦୁଇଟିଯାକ ଟିମ ଗୋଟିଏ ଗୋଟିଏ ମ୍ୟାଚ ଏପର୍ଯ୍ୟନ୍ତ ଖେଳି ସାରିଛନ୍ତି । ଇଣ୍ଡିଆ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଅନ୍ୟପଟରେ ପାକିସ୍ତାନ ନ୍ୟଜିଲାଣ୍ଡ ସହିତ ମ୍ୟାଚ ଖେଳି ପରାସ୍ତ ହୋଇଛି । ଆଜି ପାକିସ୍ତାନ ଯଦି ଇଣ୍ଡିଆଠୁ ପରାଜୟ ହବ ତାହେଲେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାହାରିବା ସୁନିଶ୍ଚିତ ବୋଲି ସୂଚନ ମିଳୁଛି । ଭାରତର , ବାଂଲାଦେଶର ପ୍ରଥମ ମ୍ୟାଚରେ ଶୁଭମନ ଗିଲ ସର୍ତକ କରିଥିଲେ ଆଜି ଭାରତ ଓ ପାକିସ୍ତାନର ମହାମୁକାବିଲାରେ ସମସ୍ତ ଭାରତ ଖେଳାଳୀ ଭଲ ପଦର୍ଶନ କରିବେ ବୋଲି ଫ୍ୟାନ୍ସ ମାନେ ଆଶା କରିଛନ୍ତି । ପାକିସ୍ତାନର ସବୁଠୁ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ହାର୍ଡ ହିଟିଙ୍ଗ ପ୍ଲେୟାର ଫକର ଜମାନ ଆହତ ହୋଇଥିବା କାରଣରୁ ଆଜି ଖେଳ ହେବ ମ୍ୟାଚରେ ଖେଳିବେ ନାହିଁ ବୋଲି ସୁଚନା ମିଳୁଛି ।

Odia Khabar

Leave a Comment