ଫାର୍ମ ହାଉସ ମାଲିକଙ୍କୁ ଗୁଳି ମାଡ ଘଟଣାଟି ଢେଙ୍କାନାଳ ଅଂଚଳରେ ଘଟିଥିବା ଜଣାପଡିଛି କିଛି ଦୁର୍ବୁତ୍ତ ମାନେ ଫର୍ମ ହାଉସ ମାଲିକଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳୁଛି । ଢେଙ୍କାନାଳ ଫାସୀ ଗାଁ ନିକଟରେ ଥିବା ଫର୍ମ ହାଉସ ମାଲିକ ଜଣକ ଦୁର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଛନ୍ତି । ଦୁର୍ବୁତଙ୍କ ଗୁଳି ମାଡ଼ରେ ଫାର୍ମ ହାଉସ ମାଲିକ ଜଣକ ମୁର୍ତ୍ୟୁ ବରଣ କରଥିବା ଜଣାପଡିଛି । ଫାର୍ମ ହାଉସ ମାଲିକ ଜଣକ ଗୋବିନ୍ଦ ନାୟକ ବୋଲି ସୂଚନା ମିଳିଛି ଫର୍ମ ହାଉସରେ ସୋଇଥିବା ଅବସ୍ଥାରେ ଗୋବିନ୍ଦ ନାୟକଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୁତ୍ତ । ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନେ ଫାର୍ମ ହାଉସ ମାଲିକ ଗୋବିନ୍ଦ ନାୟକଙ୍କୁ ଗୁଳି ମାଡ କରିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୁର୍ତ୍ୟୁର ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ଗୋବିନ୍ଦ ନାୟକଙ୍କ ମୂର୍ତ ଶରୀର ପୋଷ୍ଟମୋଟମ ହେବା ପରେ ମୂର୍ତ ଶରୀରକୁ ପୋଲିସ ଘରଲୋକଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ମିଳୁଛି ।