ଓଡ଼ିଆ ଚଳଚିତ୍ରର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକ ?

ଓଡ଼ିଆ ଚଳଚିତ୍ରର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକ । ଉତ୍ତମ ମହାନ୍ତିଙ୍କ କିଛି ଦିନ ହବ ସ୍ଵାସ୍ଥ ଖରାପ ହେତୁ ଦିଲ୍ଳୀରେ ଏକ ମେଡିକାଲରେ ଚିକିର୍ଷା କାର୍ଯ୍ୟ ଚାଲିଥିଲା । ଗୁରୁବାର ଦିନ ରାତିରେ ଚିକିର୍ଷା ଧୀନ ଅବସ୍ଥାରେ ତାଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି | ଉତ୍ତମ ମହାନ୍ତି ୬୭ ବର୍ଷ ବୟଷରେ ମୁର୍ତ୍ୟୁ ବରଣ କରିଛନ୍ତି । ଆଜି ଉତ୍ତମ ମହାନ୍ତିଙ୍କ ମୂର୍ତ ଶରୀର ଭୁବନେଶ୍ୱରକୁ ତାଙ୍କ ବାସଭବନଙ୍କୁ ଯାଇଥିବାବେଳେ | ଉତ୍ତମ ମହାନ୍ତିଙ୍କୁ ଅନ୍ତିମ ଦର୍ଶନ କରିବା ପାଇଁ ପ୍ରବଳ ମାତ୍ରକେ ଅଭିନେତା ଅଭିନେତ୍ରୀମାନେ ଆସିଥିବା ଜଣାପଡୁଛି ।ଉତ୍ତମ ମହାନ୍ତି ୧୯୭୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ । ଉତ୍ତମ ମହାନ୍ତି ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ସୂଚନା ମିଳୁଛି । ଏବଂ ଗୋଟିଏ ମାତ୍ର ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଥିବା ଜଣାପଡୁଛି । ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ଉତ୍ତମ ମହାନ୍ତି ଅନେକ ଗୁଡିଏ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରଞ୍ଜନ କରିଛନ୍ତି ।

Odia Khabar

Leave a Comment