ଖଟିଆରେ ନିଜ ସ୍ୱାମୀର ଶବକୁ ମଶାଣିଙ୍କୁ ବୋହିଲେ ସ୍ତ୍ରୀ ଓ ଝିଅ ? ଅନୁଗୁଳରୁ ଆଠମଲ୍ଲିକ ଥାନା ଶରଧା ମୁଣ୍ଡ ଗାଁରେ ଏକ ଦୁଃଖଦ ଖବର ଦେଖିବାକୁ ମିଳୁଛି | ଏବଂ ଖଟିଆରେ ବୋହି ସବର ଅନ୍ତିମ କାର୍ଯ୍ୟ ମଶାଣିରେ କରିଛନ୍ତି | ଯୁବକଙ୍କ ମୂର୍ତ ଶରୀରକୁ ୪ କାନ୍ଧ ଦେବା ପାଇଁ ଆସିଲେନି ଜଣେ ବି ମଣିଷ ଏକ ଦୁଃଖଦ ଖବର ଅନୁଗୁଳୁ ଅଞ୍ଚଳରୁ ଶୁଣିବାକୁ ମିଳୁଛି | ଯୁବକଙ୍କ ଜଣକ ଅଲଗା ଜାତିରେ ବିବାହ କରିବା ଦ୍ୱାରା ଆଗରୁ ମଧ୍ୟ ଘର ଲୋକ ଏବଂ ସମ୍ପର୍କୀୟ ମଧ୍ୟ ଯୁବକ ଜଣକୁ ଅଲଗା କରିଥିଲେ | ଆଜି ଯୁବକ ଜଣକ ମୁର୍ତ୍ୟୁ କରିବା ସତ୍ୱେ ନିଜ ରାଗ ଅଭିମାନ କୁ ରଖି ଘର ଲୋକ ଏବଂ ସମ୍ପର୍କୀୟ ଓ ସାହି ପଡିଶା ମାନେ ମଧ୍ୟ ଯୁବକଙ୍କ ଶରୀରକୁ ୪ କାନ୍ଧ ଦେବା ପାଇଁ ଆସିଲେନି | ନିଜ ସ୍ୱାମୀର ଶବକୁ ଖଟିଆରେ ସ୍ତ୍ରୀ ଓ ଝିଅ ବୋହି ଅନ୍ତିମ କାର୍ଯ୍ୟ କରିଛନ୍ତି | ଆଜି କାଲି ସମାଜ ବଦଳିବ ସହିତ ହେଲେ ଲୋକମାଙ୍କର ଚିନ୍ତା ଧାରା ଏପର୍ଯ୍ୟନ୍ତ ବଦଳି ପାରିଲା ନାହିଁ |