କେନ୍ଦୁଝରରେ ପ୍ରତିଷ୍ଠିତ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ ?

କେନ୍ଦୁଝରରେ ପ୍ରତିଷ୍ଠିତ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ। ଆଜି ରବିବାର ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣରେ ପ୍ରାୟ ୩୦ ହଜାରରୁ ୪୦ ହଜାର କୋଟି ଖର୍ଚ ହବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବିକାଶ ଉନ୍ନତିକୁ ସଦୃଢ଼ କରିବା ପାଇଁ | ରାଜ୍ୟରେ ସର୍ବାଧିକ ଲୁହ ଖଣିର ଉତ୍ପାଦନ କେନ୍ଦୁଝର ଜିଲ୍ଲାରେ ହୋଇଥିବା ସୂଚନା ମିଳୁଛି । ଜେନ୍ଦୁଝରକୁ ଆହୁରି ମଧ୍ୟ ସଶକ୍ତ କରିବା ପାଇଁ ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣର କାର୍ଯ୍ୟ ବହୁତ ଜଲ୍ଦି ହେବାକୁ ଯାଉଛି । ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ ଶୀଘ୍ର କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି ।

Odia Khabar

Leave a Comment