ଖରାର ତାପମାତ୍ରା ବଢ଼ିବାରୁ ସ୍କୁଲ – କଲେଜ ପାଇଁ ଆସିବା ନୂଆ ଗାଇଡ଼ ଲାଇନ | ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ପ୍ରବଳରୁ ଅତିପ୍ରବଳ ଖରା ଦେଖିବାକୁ ମିଳୁଛି ଓ ଯାହାଫଳରେ ଲୋକମାନେ ଜୀବନ ଜାପାନ କରିବାକୁ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରଖି ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ କଲେଜ ନିମନ୍ତେ ନୂଆ ଗାଇଡ଼ ଲାଇନ ହେବା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି | ଏବର୍ଷ ଖରା ଦିନ ପ୍ରଭାବ ଅଧିକ ହେବାରୁ ଲୋକମାନେ ବହୁ ଅସୁବିଧାରେ ଦେଖବାକୁ ମିଳିବ | ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ବା ଅତ୍ୟଧିକ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି | ଯାହାଫଳରେ ଜୀବନ ଜାପାନ କରିବାକୁ ବହୁ ଅସୁବିଧା ଦେଖିବାକୁ ମିଳୁଛି | ଏବଂ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ପାଣିପାଗର କୌଣସି ପରାଵର୍ତନ ହେବା ନାହିଁ ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି |