ଶ୍ରୀ ମନ୍ଦିରରେ ଗହଳି ନିଅନ୍ତ୍ରଣ କରିବା ନିମନ୍ତେ ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା | ଶ୍ରୀ ମନ୍ଦିରରେ ଲୋକମାନଙ୍କ ଭିଡ ଅତ୍ୟଧିକ ହୋଉଥିବାରୁ ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ | ୧୦୮୩ ସୁରକ୍ଷା ବାହିନୀ ନିଯୁକ୍ତି ପଦବୀ ସୃଷ୍ଟି ହୋଇଛି ଏବଂ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି କରାଯିବ | ଶ୍ରୀ ମନ୍ଦିରରେ ଷ୍ଟେଟ ଆର୍ମଡ୍ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ,୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ୍ ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଇନ୍ସପେକ୍ଟର ପଦବି ପୂରଣ ହେବ । ୨୪୦ଟି ହାବିଲଦାର ପଦବୀ ବହୁତ ଜଲ୍ଦି ପୁରାଣ ହେବାକୁ ଯାଉଛି | ଏବଂ ୧୮ଟି ଡ୍ରାଇଭର ପଦବୀ ପୁରଣ ହେବ ବୋଲି ସୂଚନା ମିଳୁଛି | ଶ୍ରୀ ମନ୍ଦିରରେ ୭୨୦ ଜଣ ସିପାହୀ ପଦବୀ ନିଯୁକ୍ତି ହେବେ ଏବଂ ୧୦୮୩ ପଦବୀ ବହୁତ ଜଲ୍ଦି ପୁରଣ ହେବାକୁ ଯାଉଛି | ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଶ୍ରୀ ମନ୍ଦିରରେ ପ୍ରବଳ ଭିଡ ହାଉଥିବାରୁ ରାଜ୍ୟ ସରକାରଙ୍କ ଏଭଳି ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟାନୁଷ୍ଠାନ |