ମହିଳାଙ୍କ ମାନଙ୍କୁ ସୁରକ୍ଷା ଓ ସଂମାନ ନିମନ୍ତେ ଭାରତୀୟ ଆଇନକୁ ସଂଶୋଧନ କରାଯାଇଛି | କେନ୍ଦ୍ର ସରକାର ଭାରତର ଆଇନକୁ ସଂଶୋଧନ କରିଛନ୍ତି ବୋଲି ସୂଚନା ମିଳୁଛି | ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଗୱାଲ ଆଇନ ସଂଶୋଧନ ହବ ବୋଲି କହିଛନ୍ତି | ଆମ ଦେଶରେ ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନ କୁ ସଦୃଢ଼ କରିବା ନିମନ୍ତେ କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛନ୍ତି | ଆଜି ନୂଆ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସାଇବର ଆଇନ ଉପରେ ଅନୁଷ୍ଠିତ କିଛି ଗୁରୁତ୍ୱପୂର୍ଣ ତଥ୍ୟ କହିଛନ୍ତି | ମନ୍ତ୍ରୀ ଅର୍ଜୁନ ରାମ ମେଗୱାଲ କହିଛନ୍ତି ବର୍ତମାନ ମହିଳା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ଓ ଅପରାଧ ବଢିବାକୁ ଲାଗିଛି | ଏହି ସବୁ ମହିଳା ମାନଙ୍କ ଉପରେ ହଉଥିବ ଅତ୍ୟାଚାରକୁ ରୋକିବା ନିମନ୍ତେ କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛନ୍ତି | ମହିଳାମାନନେ ଯଦି ଅତ୍ୟାଚାର ଶିକାର ହୁଅନ୍ତି ସେମାନେ ତୁରନ୍ତ ଅଭିଯୋଗ ପଞ୍ଜିକରଣ କରିବା ନିମନ୍ତେ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଗୱାଲ କହିଛନ୍ତି |