ଆଜି ଭାରତ ବନାମ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ?

ଆଜି ଭାରତ ବନାମ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ | ଡୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ଦେଖିବାକୁ ମିଳିବ | କ୍ରିକେଟ ପ୍ରେମୀମାନେ ସେମିଫାଇନାଲ ମ୍ୟାଚ ଦେଖିବା ଲାଗି ବହୁ ଉତ୍ସାହରେ ଅଛନ୍ତି | ଭାରତ ଏପର୍ଯ୍ୟନ୍ତ ୩ଟା ଯାକ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଆଜି ସେମିଫାଇନାଲରେ ବିଜୟ ହାସଲ କଲେ ଫାଇନାଲରେ ପହଞ୍ଚିବ ଇଣ୍ଡିଆ ଟିମ | ଭାରତ ଓ ଅଷ୍ଟ୍ରେଲିଆ ସର୍ଵାଧିକ ୧୫୧ ଟି ମ୍ୟାଚ ଖେଲହଉଥିବା ବେଳେ ସେଥିରେ ଇଣ୍ଡିଆ ଟିମ ୫୭ ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ଅଷ୍ଟ୍ରେଲିଆ ୮୪ ଟି ମ୍ୟାଚ ରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ଇଣ୍ଡିଆ ଟିମ ଠାରୁ ବହୁ ଆଗରେ ରହିଥିବା ସୂଚନା ମିଳୁଛି | ୨୦୨୩ ବିଶ୍ୱକପରେ ଇଣ୍ଡିଆ ସମସ୍ତ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଥିବା ବେଳେ ଆଷ୍ଟ୍ରାଇଲା ଇଣ୍ଡିଆକୁ ପରାଜୟ କରିଥିଲା | ଆଜି ପୁଣି ସେହି ୨ଟି ଟିମ ସେମିଫାଇନାଲରେ ଦେଖିବାକୁ ମିଳିବ | ଆଜି ସେମିଫାଇନାଲ ମ୍ୟାଚରେ ଯେଉଁ ଟିମ ବିଜୟ ହାସଲ କରିବା ସେ ଫାଇନାଲତର ପହଞ୍ଚିବ |

Odia Khabar

Leave a Comment