କନେଷ୍ଟବଳ ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିନନ୍ଦନ | ଓଡ଼ିଶାରେ କନଷ୍ଟେବଳ ଓ ସିପାହୀ ନିଯୁକ୍ତି ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ୨୦୮୦ ପଦବୀ ବାହାରିଥିଲା ବୋଲି ସୋସିଆଲ ମିଡିଆରେ ଘୋଷଣା କରିଥିଲେ | କନେଷ୍ଟବଳ ପରୀକ୍ଷାରେ 1853 ଜଣ ପରୀକ୍ଷାର୍ଥୀ କନେଷ୍ଟବଳ ନିଯୁକ୍ତି ପାଇବେ ବୋଲି ସୂଚନା ମିଳୁଛି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ଆହୁରି ସଦୃଢ଼ ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ଏକ ପଦକ୍ଷପ ନେଇଛନ୍ତି | ଏବଂ ବହୁତ ଲୋକମାନଙ୍କ ସୁରକ୍ଷା ବ୍ୟବସ୍ଥାରେ କାର୍ଯ୍ୟରତ କରିବେ |