ସମ୍ବଲପୁରରେ ହାତୀ ଆକ୍ରମଣରେ ଫରେଷ୍ଟର କର୍ମଚାରୀ ଗୁରୁତର ?

ସମ୍ବଲପୁରରେ ହାତୀ ଆକ୍ରମଣରେ ଫରେଷ୍ଟର କର୍ମଚାରୀ ଗୁରୁତର | ହାତୀ ଆକ୍ରମଣରେ କୁଶାମରା ଜିଲ୍ଲାର ପ୍ରବୀର କୁମାର ସିଂଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା ମିଳୁଛି | ହାତୀ ଗୁରୁତର ଭାବେ ପ୍ରବୀର କୁମାର ସିଂଙ୍କୁ ଆକ୍ରମଣ କରିଥିବା ସୂଚନା ମିଳୁଛି | ଫରେଷ୍ଟର କର୍ମଚାରୀଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହାଇଥିବା ସହ ମୁଣ୍ଡରେ ବହୁତ ଜୋରେ ଆଘାତ ଲାଗିଥିବା ସୂଚନା ମିଳୁଛି | ଫରେଷ୍ଟର ଜଣକୁ ପାଖ ମେଡିକାଲରେ ଭର୍ତି କରାଯାଇଛି | ଫରେଷ୍ଟର କର୍ମଚାରୀଙ୍କ ସୂଚନା ଅନୂଯାୟୀ ଜଙ୍ଗଲ ପାଖରେ ରହିଥିବା ଗୋଟେ ଗାଁରେ ଦନ୍ତା ହାତୀ ପଶିଯାଇଥିଲା ଓ ହାତୀ ଟିକୁ ଘଉଡାଇବା ଫଳରେ ହାତୀଟି ଫରେଷ୍ଟର କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ଓ ସଂଗେ ସଂଗେ ଫରେଷ୍ଟର କର୍ମଚାରୀ ଆହତ କ୍ରମଚାରିଙ୍କ ମେଡିକାଲକୁ ନେଇଯାଇଥିଲେ | ଡାକ୍ତର ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ତ ଅଛି ବୋଲି ସୂଚନା ଦେଇଛନ୍ତି | ହାତୀଟି କିଛି ଦିନ ହବ ପାଖ ଗାଁ ଅଞ୍ଚଳର ଲୋକମାନଙ୍କୁ ହଇରାଣ କରିବା ସହ କେତେ ଲୋକଙ୍କ ଘର ଭାଙ୍ଗିଥିବା ଜଣାପଡୁଛି ହେଲେ ଆଜି ଫରେଷ୍ଟର କର୍ମଚାରିଙ୍କୁ ଗୁରୁତର ଭାବେ ଆହତ କରିଛି |

Odia Khabar

Leave a Comment