ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ ?

ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ | ଘଟଣାଟି ଯାଜପୁର ଗୋପନଗର ଛକ ନିକଟରେ ବାଇକ ଓ ଟ୍ରାକ୍ଟର ଧକ୍କା ହେବ ଫଳରେ ବାଇକ ଚାଳକ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ବାଇକରେ ୨ ଜଣ ଆସୁଥିଲେ ଓ ଦୃଘଟଣାରେ ଜଣେ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିବା ସହ ଅନ୍ୟ ବ୍ୟକ୍ତି ଜଣକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଥିଲା ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡମେଡିକାଲ ସ୍ଥାନନ୍ତରିତ କରାଯାଇଛି |ଟ୍ରାକ୍ଟରରେ ବେଆଇନ ବାଲିଚାଲାଣ କରିବା ଦ୍ୱାରା ଦୃଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି | ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରଧ କରିଥିଲେ ମୂର୍ତକଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ରାସ୍ତା ଅବରଧ କରିଛନ୍ତି ସ୍ଥାନୀୟ ବାସିନ୍ଧା | ଲୋକମାନଙ୍କ ରାସ୍ତା ଅବରଧ କରିବା ଦ୍ୱାରା ଗାଡିମୋଟର ଯିବା ଆସିବାରେ ବହୁ ଅସୁବିଧା ଦେଖାଦେଇଥିଲା | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ବୁଝା ବୁଝି କରିଥଲେ |

Odia Khabar

Leave a Comment