ରାଜସ୍ଥାନରେ କାର ଓ ଟ୍ରଲର ଧକ୍କାରେ ୬ ମୂର୍ତ | ଦୃଘଟଣାଟି ରାଜସ୍ଥାନର ସିରୋହି ଜିଲ୍ଲାରେ ଘଟିଥିବା ସୂଚନା ମିଳୁଛି | ସିରୋହି ଜିଲ୍ଲାର ୨୭ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ଦୃଘଟଣାରେ ଗୋଟିଏ ପରିବାରରୁ ୬ ଜଣ ମୁର୍ତ୍ୟୁ ବରଣ କରୁଥିବା ସୂଚନା ମିଳୁଛି | ଦୃଘଟଣାରେ ଗୋଟେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | କାରଟି ଅହମଦାବାଦରୁ ଜାଲୋର ଅଞ୍ଚଳକୁ ଯାଉଥିବା ବେଳେ ଗୋଟିଏ ବଡ ଟ୍ରଲର ସହ ମୁହଁ ମୁହିଁ ହୋଇଥିଲା | ଘଟଣା ସ୍ଥଳରେ ୪ ଜଣ ମୁର୍ତ୍ୟୁ ବରଣ କରିବା ସହ ଆଉ ୨ ଜଣ ମେଡିକାଲରେ ଚିକିର୍ଷାଧୀନ ଅବସ୍ଥାରେ ମୁର୍ତ୍ୟୁ ବରଣ କରିଛନ୍ତି | ଦୃଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ୩ ଜଣ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଚିକିର୍ଷା କାର୍ଯ୍ୟ ଚାଲୁଅଛି | ଦୃଘଟଣାଟି ଆଜି ସକାଳ ସମୟରେ ଘଟିଥିବା ସୂଚନା ମିଳୁଛି |