ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି ?

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି | ସମସ୍ତ ରାଜ୍ୟ ଗୁଡିକରେ ତାପମାତ୍ରା ସାମାନ୍ୟ କମିବାର ସୂଚନା ମିଳୁଛି | ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି ତାପମାତ୍ରା ୩୬.୮ ଡିଗ୍ରି ରହିଥିବା ସୂଚନା ମିଳୁଛି | ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ହୋଇଥିବାବେଳେ, ମାଲକାନଗିରିରେ ୩୫.୪ଡିଗ୍ରୀ , ଯାଜପୁରରେ ୩୫.୨ଡିଗ୍ରୀ ରହିଅଛି ନୂଆପଡ଼ା, ସୁନ୍ଦରଗଡ଼, ‌ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୩୫ ଡିଗ୍ରି ତାପମାତ୍ରା ରହିଥିବା ସୂଚନା ମିଳୁଛି । ରାଜ୍ୟର ଅନ୍ୟ କିଛି କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ଭିତରେ ରହିଥିବା ଜଣାପଡୁଛି । ରାଜ୍ୟରେ ରାତିର ତାପମାତ୍ରା ମଧ୍ୟ ଅନେକ ସ୍ଥାନରେ କମିବା ଦେଖାଦେଇଛି । ଗତକାଲି ରାତିରେ ଅଧିକାଂଶ ରାଜ୍ୟ ମାନଙ୍କରେ ରାତିର ସର୍ବନିମ୍ନ ତପମାତ୍ରା ୧୫ ଡିଗ୍ରି ତଳକୁ ରହିଥିବା ସୂଚନା ମିଳୁଛି | ରାଜ୍ୟରେ ତାପମାତ୍ରା ଗତକାଲି ରାତିରେ କମିବାରୁ ରାଜ୍ୟରେ ଅନେକ ସହରରେ ଥଣ୍ଡାର ଅନୁଭୂତ ରହିଅଛି |

Odia khabar

Leave a Comment