ଭୁବନେଶ୍ୱରରେ ସଡକ ଦୃଘଟଣାରେ ଜଣେ ମୂର୍ତ | ଭୁବନେଶ୍ୱରର ପତ୍ରପଡା ଠାରେ ଦୃଘଟଣା ଘଟିଛି ଓ ଦୃଘଟଣାରେ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ପିକଅପ ଭ୍ୟାନ ଧକ୍କାରେ ଜଣକ ମୁର୍ତ୍ୟୁ ଘଟିଥିବା ଜଣାପଡ଼ିଛ | ଘଟଣାର ସ୍ଥଳରେ ଖଣ୍ଡଗିରି ପୋଲିସ କର୍ମଚାରୀ ପହଞ୍ଚି ଦୃଘଟଣା ଘଟିଥିବା ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି | ପୋଲିସ ମୂର୍ତ ଶରୀରକୁ ନିଜ ଅଧିନୟରେ ରଖି ସବବ୍ୟବଚ୍ଛେଦ କରିବା ପାଇଁ ହସ୍ପିଟାଲକୁ ପଠାଯାଇଛି | ସବବ୍ୟବଚ୍ଛେଦ କାର୍ଯ୍ୟ ସାରିବା ପରେ ମୂର୍ତ ଶରୀରକୁ ପୋଲିସ କର୍ମଚାରୀ ପରିବାରଙ୍କୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳୁଛି | ଦିନକୁ ଦିନ ସଡକ ଦୃଘଟଣା କମିବ କଣ ଏହା ବଢି ବଢି ଚାଲିଛି ଓ ସଡକ ଦୃଘଟଣାରେ ହଜାର ହଜାର ଲୋକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି |