ସମ୍ବଲପୁରରେ ପୋଲିସର ଏନକାଉଣ୍ଟର । ବେଆଇନ ଗୋରୁ ଚାଲାଣ କରୁଥିବା ୨ ଜଣ ଅପରାଧୀଙ୍କୁ ପୋଲିସ ଗୁଳି ଆକ୍ରମଣ କରିଥିବା ସୂଚନା ମିଳୁଛି | ଗରୁ ଚାଲାଣ କରୁଥିବା ୨ ଜଣ ବ୍ୟକ୍ତି ପୋଳିସଙ୍କୁ ଆକ୍ରମଣ କରିଥିବା ପୋଲିସ ମଧ୍ୟ୍ୟ ଜବାବରେ ୨ ଜଣ ଅପରାଧୀଙ୍କୁ ଆକ୍ରମଣ କରିଥିଲା | ଏବଂ ପୋଲିସ ମଧ୍ୟରେ ସିଟି ଷ୍ଟେସନ ନିକଟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଦୁଇ ଜଣ ଗୋରୁ ଚାଲାଣ ବ୍ୟକ୍ତି ଆହତ ହୋଇଛନ୍ତି। ଦୁଇ ଜଣ ଅପରାଧିଙ୍କ ଆଣ୍ଠୁରେ ଗୁଳି ବାଜିଛି ପୋଲିସଙ୍କ ଗୁଳିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି | ଗୁଳିରେ ଆହତ ବ୍ୟକ୍ତି ଜଣକୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି ।