ଆଦିବାସୀଙ୍କୁ ବିଭାହ କରିବାରୁ ପ୍ରଦୀପ ମାଝୀଙ୍କୁ ବାସନ୍ଧ ?

ଆଦିବାସୀଙ୍କୁ ବିଭାହ କରିବାରୁ ପ୍ରଦୀପ ମାଝୀଙ୍କୁ ବାସନ୍ଧ | ବିଜେଡିର ପୃବତନ ସାଂସଦ ପ୍ରଦୀପ ମାଝୀ ଗତ ୧୨ ତାରିଖରେ ନିଜେ ବିଭାହ ବନ୍ଧନରେ ବାନ୍ଧିହୋଇଥିଲେ ମଧ୍ୟ୍ୟ ଏକ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ପୃବରୁ ଆମେ ଜାତିଭେଦ କଥା ଦେଖି ଆସିଛୁ ସାଧାରଣ ଲୋକମାନେ ଜାତିଭେଦ ର ଶିକାର ହଉଥିବ ଆମେ ଦେଖିଥିବା ବେଳେ ନେତା ମାନେ ମଧ୍ୟ୍ୟ ବଞ୍ଚିତ ହୋଇନାହାନ୍ତି | ଜଣେ ଲୋକ ଯଦି ନିଜ ଜାତି ଛାଡି ଅନ୍ୟ ଜାତିରେ ବିଭାହ କରିଥିଲେ ତାଙ୍କୁ ଜାତିରୁ ବାହାର କରିବା ସାଧାରଣତଃ ଗାଁ ଗହଳିରେ ଦେଖାଯାଇଥାଏ | ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ବାସନ୍ଧ କରିଛି ଭତରା ସମାଜ ପ୍ରଦୀପ ମଝି ନିଜ ଜାତି ଛାଡି ଗୋଟେ ଅଣ ଆଦିବାସୀ ଝିଅଙ୍କୁ ବିଭାହ କରିବାରୁ ଭତରା ସମାଜ ପ୍ରଦୀପ ମାଝୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ସମାଜରୁ ବାହାର କରିଛନ୍ତି |

Odia Khabar

Leave a Comment