ରାଉରକେଲା ଷ୍ଟେସନରୁ ଜବତ ହେଲା ୬୦ କେଜି ରୁ ଅଧିକ ରୁପା ଓ ଅଳଙ୍କାର…

ରାଉରକେଲା ଷ୍ଟେସନ୍ ରେ ୬୦ କେଜି ର ରୁପା ଜବତ କଲା ପୋଲିସ ରାଉରକେଲା ଷ୍ଟେସନରେ ରାଞ୍ଚିର ଜଣେ ଯୁବକ ଚନ୍ଦନ କୁମାର ସୋନିଙ୍କ ପାଖରୁ ପ୍ରାୟ ୬୦ କେଜି ରୁ ଅଧିକ ରୁପା ଓ ଅଳଙ୍କାର ଜବତ କରାଯାଇଛି ଗତ କଲି ରାତିରେ ରାଉଲକେଲା ଷ୍ଟେସନରେ ଯୁବକଙ୍କ ବ୍ୟବହାରକୁ ଲକ୍ଷ କରି ଏବଂ ସନ୍ଦେହରେ GRP ଟିମ ଧରିଥିଲା ଏବଂ GST ବିଭାଗକୁ ସମସ୍ତ ରୁପା ଅଳଙ୍କାର ଦିଆଯାଇଥିଲା ଯୁବକ ଜଣକ ସମସ୍ତ ରୁପା ଅଳଙ୍କାର କୁ ନେଇ ରାଞ୍ଚି ଯିବାର ସୁଚନା ମିଳିଛି ସେଥିରେ ୧୦ Kg ର ରୁପା ଏଟା ମଧ୍ୟ ରହିଛି ।

Screenshot 2024 12 05 173427

ଡେପୁଟି କମିଶନର କହିଛନ୍ତି ପୋଲିସ ଆମକୁ ଇନ୍ଫୋର୍ମ କରିଥିଲା ଜଣେ ବ୍ୟକ୍ତିଙ୍କ ପାଖରେ ଅତ୍ୟଧିକ ରୁପା ଅଳଙ୍କାର ଅଛି ଆପଣ ଆସି ବିଲ ଗୁଡିକ ଚେକ କରନ୍ତୁ ଯୁବକ ଜଣକ ଆଗ୍ରା ରୁ ରାଞ୍ଚି ଯାଉଥିଲେ । ଆଗ୍ରା ରୁ କିଛି ରୁପା କିଣିଥିଲେ ଏବଂ ରାଉରକେଲାରୁ ମଧ୍ୟ କିଛି ରୁପା କିଣିଥିଲେ। ଯୁବକ ଜଣକ ୫୧ କେଜି ରୁପାର ବିଲ ସବୁ ଦେଖେଇ ଥିଲେ GST ଟିମ ବିଲ୍ଲ ଗୁଡିକୁ ଚେକ କରିସାରିଲା ପରେ ଜଣାପଡିଲା ବିଲ୍ଲ ସବୁ ଭୁଲ ଅଛି ସବୁ ଅଳଙ୍କାର ର ବିଲ ନୁହଁ ଯୁବକ ଜଣକ ଝାଡଖଣ୍ଡ ର ବାସିନ୍ଧା ଏବଂ ସମସ୍ତ ପ୍ରକାର ବିଲ୍ଲ ଭେରିଫିକେସନ କରିସାରିଲା ପରେ ଜଣାପଡିବ ଯୁବକ ଜଣକ ଅଳଙ୍କାର କିଣି ନେଇଥିଲେ କି ଚୋରି କରି ନେଇ ଯାଉଥିଲେ GST ବିଭାଗରୁ ସୂଚନା ମିଳିଛି ।

Leave a Comment