୯୦ ହଜାର ହେଲା ସୁନା ଦର ?

୯୦ ହଜାର ହେଲା ସୁନା ଦର | ସୁନା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି ଲୋକମାନେ ସୁନା ଦର କମିବାକୁ ଅପେକ୍ଷା କରିଥିବା ବେଳେ ସୁନା ୯୦ ହଜାରରେ ପହଞ୍ଚିଲାଣି | ସୁନା , ରୂପ ଦୁଇଟି ଯାକ ଏକ ସାଙ୍ଗେ ବଢିବାକୁ ଲାଗିଛି | ୨୪ କ୍ୟାରେଟ ସୁନା ଦର ପ୍ରଥମଥର ପାଇଁ ୯୦ ହଜାର ହୋଇଥିବା ସୂଚନା ମିଳୁଛି ୨୨ କ୍ୟାରେଟ ସୁନା ଦର ୮୨ , ୫୦୦ ରହିଥିବା ସୂଚନା ମିଳୁଛି ସେହିଭଳି ୨୪ କ୍ୟାରେଟ ସୁନା ଦର ପ୍ରଥମଥର ପାଇଁ ୯୦ ହଜାର ହୋଇଛି | ଆଜି ୨୪ କ୍ୟାରେଟ ସୁନା ୪୪୦ ଟଙ୍କା ବଢି ୯୦ ହଜାରରେ ପହଁଚିଲା | ୨୨ କ୍ୟାରେଟ ସୁନା ୪୦୦ ଟଙ୍କା ବଢି ୮୨ , ୫୦୦ ହୋଇଛି | ଆଗକୁ ଆହୁରି ମଧ୍ୟ୍ୟ ସୁନା ଦର ବଢିବା ନେଇ ସୂଚନା ମିଳୁଛି |

Odia Khabar

Leave a Comment