ପାକିସ୍ତାନ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣରେ ୫ ଜଣ ମୂର୍ତ ?

ପାକିସ୍ତାନ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣରେ ୫ ଜଣ ମୂର୍ତ । ଏକ ଭୟଙ୍କର ବୋମା ବିସ୍ପୋରଣରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିବା ସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳୁଛି | ମସଜିଦରେ ଲୋକମାନଙ୍କର ନମାଜ ପଢିବା ପାଇଁ ଭିଡ଼ ରହିଥିବା ବେଳେ ହଠାତ ବିସ୍ପୋରଣ ଘଟିଥିବା ସୂଚନା ମିଳୁଛି । ଏକ ବହୁତ ବଡ ବିସ୍ପୋରଣରେ ଅନେକ ଲୋକ ଆହତ ହୋଇଥିବାବେଳେ ମୁର୍ତ୍ୟୁ ସଂଖ୍ୟା ବଢିବା ନେଇ ସୂଚନା ମିଳୁଛି । ଏହା ବିସ୍ଫୋରଣ ସଂଗେ ସଂଗେ କରାଯାଇଛି ବା ମସଜିଦରେ ବିସ୍ଫୋରକ ରଖାଯାଇଥିଲା ତାହା ଠିକ ଭାବରେ ସୂଚନା ମିଳିନାହିଁ । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ପାକିସ୍ତାନ ମସଜିଦରେ ଭୟଙ୍କର ବିସ୍ପୋରଣ ଘଟାଇଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Odia Khabar

Leave a Comment