ଭୁବନେଶ୍ୱରରେ ଦେଶୀ ମଦ ଭାଟି ଜବତ | ଭୁବନେଶ୍ୱର ସହରର ଶାସ୍ତ୍ରୀନଗର ଟ୍ରାଫିକ ଛକ ଉପରେ ଦେଶୀ ମଦ ଭାଟି ଜବତ କରିଛି ପୋଲିସ | ଶାସ୍ତ୍ରୀନଗର ଟ୍ରାଫିକ ଛକରେ ବହୁତ ଦିନ ହବ ମଦ କାରବାର ହାଉଥିବାବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି | ଚୋରା ମଦ କାରବାର ଗୋଟିଏ ଲାଟିନ ଘରେ ମଦ ତିଆରି ହୋଇଥିବା ଜଣାପଡୁଛଇ | ରାସ୍ତା କରରେଥିବା ଗୋଟେ ଫାଷ୍ଟଫୁଡ ଦୋକାନ ପଛପଟେ ଗୋଟେ ଲାଟିନ ଘରେ ମଦ ତିଆରି କାରବାର ଚାଲୁଥିବା ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା | ମଦ ଭାଟିରେ ସହ ସହ ଲିଟର ମଦ ପୋଲିସ ଜବତ କରିବା ସୂଚନା ମିଳୁଛି | ମଦ ଭାଟିରେ ମୁଖ୍ୟ କାର୍ଯ୍ୟ କରୁଥିବା ଲୋକମାନଙ୍କ କୌଣସି ସୂଚନା ମିଳିନାହିଁ | ପୋଲିସ ମଦ ଭାଟି ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛ |