ଗତକାଲି ଆଇପିଏଲର ପ୍ରଥମ ମ୍ୟାଚରେ ଆରସିବି ବିଜୟ ?

ଗତକାଲି ଆଇପିଏଲର ପ୍ରଥମ ମ୍ୟାଚରେ ଆରସିବି ବିଜୟ | ଆଇପିଏଲର ପ୍ରଥମ କାଲି ଖେଲହଉଥିବାବେଳେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାଜୟ କରିଛି ଆରସିବି | ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୪ ରନ କରିପାରିଥିଲା । କ୍ୟାପଟେନ ରାହାଣେ ସର୍ବାଧିକ ୫୬ ରନ , ସୁନୀଲ ନାରାୟଣ ୪୪ ରନ କରିଥିଲେ | ଜବାବରେ ଆରସିବି ତରଫରୁ ସର୍ବାଧିକ ୫୯ ରନ ବିରାଟ କୋହଲି କରିଥିଲେ , ଫିଲ ସ୍ଲଟ ୫୬ ରନ , କ୍ୟାପଟେନ ରାଜତ ପାତିଦାର ୩୪ ରନ କରିଥିଲେ | ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୩ ୱିକେଟ , ଜୋଶ ହେଜେଲଉଡ ୨ୱିକେଟ , ୟଶ ଦୟାଲ , ରଶିଖ ଦଯର ସଲାମ ଓ ସୁୟଶ ଶର୍ମା ଗୋଟିଏ ଲେଖାଏ ୱିକେଟ ନେବାରେ ସଫଳ ହୋଇଥିଲେ । କୁନାଲ ପାଣ୍ଡ୍ୟା ସର୍ବଧିକ ୩ ୱିକେଟ ନେଇଥିବାରୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣ କରାଯାଇଛି |

Odia Khabar

Leave a Comment