କେନ୍ଦ୍ର ସରକାରଙ୍କ ସାଂସଦଙ୍କ ଦରମା ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ସାଂସଦମାନେ 1 ଲକ୍ଷ ଟଙ୍କା ଦରମା ପାଉଥିଲେ ଏହା ବୃଦ୍ଧି କରାଯାଇ 1.24 ଲକ୍ଷ ଟଙ୍କା ଦରମା ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସରକାରଙ୍କ ସାଂସଦଙ୍କ ପେନସନ ବୃଦ୍ଧି କରିବା ସହ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରିଛନ୍ତି । ସାଂସଦଙ୍କ ଦରମା ବୃଦ୍ଧି କରିବା ପାଇଁ 5 ବର୍ଷ ବିତିଗଲା ପରେ ନିଷ୍ପତ୍ତି ନିଆଯାଇଛି । ସାଂସଦଙ୍କ ଦରମା ପୂର୍ବରୁ 25 ହଜାର ଟଙ୍କା ରହିଥିବାବେଳେ ଏହାକୁ ବୃଦ୍ଧି କରାଯାଇ 31 ହଜାର ଟଙ୍କାକୁ ବୃଦ୍ଧି କରିବା ସୂଚନା ମିଳୁଛି । ସାଂସଦ ଦୁଇ ରୁ ତିନି ଥର ହୋଇଥିଲେ ପେନସନ ବଢାଯାଇଛି 2000 ଟଙ୍କାରୁ 2500 ଟଙ୍କାକୁ ବୃଦ୍ଧି କରିଥିବା ସୂଚନା ମିଳୁଛି । ଓଡ଼ିଶାରେ କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ଯେଉଁ ଲୋକମାନଙ୍କ ଘର ସମ୍ପୂର୍ଣ ଭାବେ କାଳବୈଶାଖୀ ବର୍ଷାରେ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି ସେମାନଙ୍କୁ ନୂଆ ଘର ମିଳିବ ବୋଲି ରାଜ୍ୟ ସରକାର ଘୋଶବନ କରିଛନ୍ତି |