ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମାଧ୍ୟ୍ୟରେ ଆଜି ଆଇପିଏଲର ଷଷ୍ଠ ମ୍ୟାଚ ?

ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମାଧ୍ୟ୍ୟରେ ଆଜି ଆଇପିଏଲର ଷଷ୍ଠ ମ୍ୟାଚ ଖେଳହେବାକୁ ଯାଉଛି । କଲକାତା ନାଇଟ୍‌ ରାଇଡର୍ସ କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ପ୍ରଥମ ମ୍ୟାଚରେ ଭଲ ବ୍ୟାଟିଂ କରି ମଧ୍ୟ ନିଜ ଟିମକୁ ବିଜୟ କରିବାରେ ଅସମର୍ଥ ହୋଇଥିଲେ | କଲକାତା ନାଇଟ୍‌ ରାଇଡର୍ସର ପ୍ରଥାମ ମ୍ୟାଚରେ ବ୍ୟାଟିଂ ବୋଲିଂ ଉଭୟ କ୍ଷେତ୍ରରେ ଦଳ ବହୁତ ଖରାପ ପଦର୍ଶନ କରିଥିଲା ଆଜି ପ୍ରଥମ ମ୍ୟାଚ ଜିତିବା ପାଇଁ ସମସ୍ତ ଖେଳାଳିଙ୍କୁ ଭଲ ପଦର୍ଶନ କରିବାକୁ ପଡିବ | ରାଜସ୍ଥାନ ରୟାଲ୍‌ସ ମଧ୍ୟ ପ୍ରଥମ ମ୍ୟାଚରେ ପରାଜୟ ହୋଇଛି ରାଜସ୍ଥାନ ତାର ପ୍ରଥମ ମ୍ୟାଚରେ ୪୪ ରନରେ ସନରାଇଜର୍ସ ହାଇଦରାବାଦ୍‌ଠୁ ପରାଜୟ ସାମ୍ନା କରିବାକୁ ପଡିଛି | ଉଭୟ ଟିମ ନିଜର ପ୍ରଥମ ମ୍ୟାଚ ହାରିଥିବାବେଳେ ଆଜି ଉଭୟଙ୍କ ମାଧ୍ୟ୍ୟରେ ମ୍ୟାଚରେ ସମସ୍ତ ଖେଳାଳି ନିଜ ଟିମକୁ ଜିତେଇବା ପାଇଁ ଚେଷ୍ଟା କରିବେ |

Odia Khabar

Leave a Comment