ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ଦ୍ୱାରା ପୁଣି ଆସୁଛି ବର୍ଷା ?

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ଦ୍ୱାରା ପୁଣି ଆସୁଛି ବର୍ଷା । ରାଜ୍ୟରେ ଭୟଙ୍କର ଭୟଙ୍କର ତାପମାତ୍ରାରେ ଜଳୁଛି ସାରା ଓଡିଶା । ରାଜ୍ୟରେ ତାପମତ୍ରା ୪୦ ରୁ ୪୨ ଡିଗ୍ରୀ ପ୍ରାୟ ସମସ୍ତ ରାଜ୍ୟରେ ଦେଖାଦେଉଥିବା ବେଳେ ଆହୁରି ୪୩ ଡିଗ୍ରୀ କିଛି କିଛି ସ୍ଥାନରେ ବଢିବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି । ରାଜ୍ୟରେ ଖରାର ପରିମାଣ ବୃଦ୍ଧି ହଉଥିବା ବେଳେ ରାଜ୍ୟରେ ଏପ୍ରିଲ ୧ ତାରିଖରୁ ବର୍ଷା ହେବ ନେଇ ପାଣିପାଗ ବିବାଗ୍ରୁ ସୂଚନା ମିଳୁଛି । ରାଜ୍ୟରେ ଆସନ୍ତା କାଲିଠୁ ତାପମାତ୍ରା ବଢିବା ନେଇ ୮ ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି | କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା ଓ ଢେଙ୍କାନାଳ ଏହି ୮ ଜିଲ୍ଲା ଗୁଡିକ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ସୂଚନା ମିଳୁଛି । ରାଜ୍ୟରେ ତାପମାତ୍ରା କିଛି କିଛି ଜିଲ୍ଲାରେ କମିବା ନେଇ ଜଗତସିଂହପୁର, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଵର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷା ହେବ ନେଇ ପାଣିପାଗ ବିଭାର ସୂଚନା ମିଳୁଛି | ର୍ଯ୍ୟରେ ପ୍ରବଳ ଗରମ ଅନୁଭୂତ ହୋଉଥିବା ବେଳେ ରାଜ୍ୟରେ ବର୍ଷା ହେବ ନେଇ ଏକ ଅଶ୍ଵସ୍ତିକର ଖବର ଶୁଣିବାକୁ ମିଳୁଛି |

Odia Khabar

Leave a Comment