ଓଡ଼ିଶାରେ ୨୧ ହଜାର ୩ ସହ ନଳକୂପ ଖୋଲିବା ନେଇ ସୂଚନା ମିଳୁଛି ?

ଓଡ଼ିଶାରେ ୨୧ ହଜାର ୩ ସହ ନଳକୂପ ଖୋଲିବା ନେଇ ସୂଚନା ମିଳୁଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ପାନୀୟ ଜଳର ଅସୁବିଧା ଦେଖିବାକୁ ମିଳୁଛି | ଏହା ବହୁ ବର୍ଷ ଧରି ଦେଖିବାକୁ ମିଳୁଥିବାବେଳେ ଲୋକମାନେ ବହୁତ ଅସୁବିଧାର ସମୁଖିନ୍ନ ହେଉଛନ୍ତି | ଏବର୍ଷ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ଲୋକମାନେ ପାନୀୟ ଜଳର ବହୁତ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଏସମସ୍ତ ପ୍ରକାର ଅସୁବିଧାକୁ ଓ ନଳକୂପ ନବସିବାର ମୁଖ୍ୟ କାରଣ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ନୂତନ ସରକାର | ମନ୍ତ୍ରୀ ରବି ନାରାୟଣ କହିଛନ୍ତି ନବୀନ ସରକାର ଗତ ୨୪ ବର୍ଷ ଧରି ପାନୀୟ ଜଳ ଉପରେ କୌଣସି ଗୁରୁତ୍ୱ ଦେଉନାହାନ୍ତି | ରାଜ୍ୟରେ ୨୧ ହଜାର ୩ ସହ ନଳକୂପ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି | ଯଥାଶୀଘ୍ର କାର୍ଯ୍ୟକ୍ରମ ହେବାକୁ ଯାଉଅଛି ବୋଲି ସୂଚନା ମିଳୁଛି |

Odia Khabar

Leave a Comment