ଭୁବନେଶ୍ୱରରେ ବିଜୁଳି ଘଡଘଡି ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ?

ଭୁବନେଶ୍ୱରରେ ବିଜୁଳି ଘଡଘଡି ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ବର୍ଷା ଲାଗିରହିଥିବାବେଳେ ଆଗାମୀ ୩ ଘଣ୍ଟା ମଧ୍ୟ୍ୟରେ ଭୁବନେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ କୁଆପଥର ବର୍ଷା ଓ ବିଜୁଳି ଘଡଘଡି ହେବା ନେଇ ସତର୍କ ସୂଚନା ଜାରିକରାଯାଇଛି | ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜରକରାଯାଇଛି | ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଯାଜପୁର , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଏହି ସବୁ ଜିଲ୍ଲା ଗୁଡିକରେ ଘଡଘହି ସହ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳୁଛି |

Odia Khabar

Leave a Comment